ତଲସରା: ଦେବ ମଣ୍ଡପ ଠାରେ ଗୀତା ଜୟନ୍ତି ପାଳିତ
ବଡ଼ଗାଁ ବସ୍ତି ସ୍ଥିତ ଦେବ ମଣ୍ଡପ ଠାରେ ଆଜି ଗୀତା ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ପୂଜକ ସତ୍ୟବାନ ପୁରୋହିତ ଙ୍କ ଦ୍ଵାରା ଯଜ୍ଞ କରାଯାଇଥିଲାବେଳେ ତାଙ୍କୁ ପୂଜକ ସୌମ୍ୟରଞ୍ଜନ ପଣ୍ଡା, ସୁମିତ ପଣ୍ଡା ଓ ପବନ ପୂଜାରୀ ସହଯୋଗ କରିଥିଲେ। ଗ୍ରାମର ଗୈନ୍ତିଆ ପ୍ରଣବ ପଣ୍ଡା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ରେଣୁ ମାଧବ ହୋତା, ପଦ୍ମନାଭ ପଣ୍ଡା , ଗୋକୁଳାନନ୍ଦ ମାଝୀ, ମହେନ୍ଦ୍ର ପାଣିଗ୍ରାହୀ, ପଦ୍ମନାଭ ପଣ୍ଡା ନାନୁ ପୁରୋହିତ ଓ ଗ୍ରାମ ର ମହିଳା ମାନେ ଗୀତା ପାଠ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ଅର୍ଜୁନ ନାୟକ, ଅଚ୍ୟୁତ ସାହୁ, ପଦ୍ମନାଭ ପାଣିଗ୍ରାହୀ ।