ଧର୍ମଗଡ: କଲମପୁର ଗୁମାବାହାଲ ଠାରେ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଦଶହରା ପର୍ବ ଅନୁଷ୍ଠିତ
ମଙ୍ଗଳବାର ପାରମ୍ପରିକ ପ୍ରଥାରେ କଲମପୁର ଗୁମାବାହାଲ ଠାରେ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଦଶହରା ପର୍ବ ପାଳନ କରାଯାଇଛି। ସକାଳୁ ଗ୍ରାମର ଦୁର୍ଜନ ଯାନୀ ଏବଂ ଅରୁଣ ହାନୀ ଗ୍ରାମର ସମସ୍ତ ଦେଵୀ ପୀଠରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସଂଧ୍ୟାରେ ଭଣ୍ଡାର ଘରଣୀଙ୍କ ପୀଠରେ ଦଶହରା ପର୍ବ ପାଳନ କରାଯାଇଥିଲା।