ପାଟଣାଗଡ: ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ, ରୋଗୀଙ୍କୁ ଆମ୍ବୁଲାନ୍ସ ନେଇ ନଥିବା ଅଭିଯୋଗ
Patnagarh, Balangir | Aug 3, 2025
ଲାଇନ ପଡା ର ଗେଡା କଠାର ନାମକ ଜନୈକ ବ୍ୟକ୍ତି ଙ୍କୁ ରବିବାର ଚିକିତ୍ସା ପାଇଁ ସ୍ଥାନୀୟ ଡ଼ାକ୍ତରଖାନା କୁ ଆଣିଥିଲେ । ଡ଼ାକ୍ତର ତାଙ୍କୁ...