ଭଟଲି: ଭଟଲୀ ମାରୱାଡି ପଡା ରେ ଆଜି ଗଣେଶ ପୁଜା ଉଦଯାପନୀ ରାତ୍ରିରେ ପରିବେଷଣ ହେଲା ବିଶେଷ ସାସ୍କୃତିକ କାର୍ଯ୍ୟକ୍ରମ, ଯୋଗଦାନ କଲେ ହଜାର ହଜାର ଭକ୍ତ
Bhatli, Bargarh (Baragarh) | Sep 5, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ମାରୱାଡି ପଡାରେ ଆଜି ଗଣେଷ ପୁଜା ଉଦଯାପନୀ ରାତ୍ରିରେ 10 PM.ରେ ଏକ ବିଶେଷ ସାସ୍କୃତିକ କାର୍ଯ୍ୟକ୍ରମ ଅର୍କେଷ୍ଟ୍ରା...