ଭଟଲି: କୁଇସିରା ଗ୍ରାମରେ ଆଜି ଶ୍ରାବଣ ମାସର ବହୁପ୍ରତିକ୍ଷିତ ଜଗନ୍ନାଥ ପ୍ରଭୁଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ,ଯୋଗଦେଲେ ହଜାର ହଜାର ଭକ୍ତ
Bhatli, Bargarh (Baragarh) | Aug 3, 2025
ଭଟଲୀ ବ୍ଲକ ଅନ୍ତର୍ଗତ କୁଇସିରା ଗ୍ରାମରେ ଆଜି ଶ୍ରାବଣ ମାସର ଅଂଚଲରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଗନ୍ନାଥ ପ୍ରଭୁଙ୍କ ବାହୁଡାଯାତ୍ରା...