୧ ଜାନୁଆରୀ ୨୦୨୬ ମସିହା ଓ, ୩୧ ଡ଼ିସେମ୍ବର, ରାତି ୮ଟା ସମୟରେ ସେକ୍ଟର ୧୯ ଥାନାର S.I.ଆର. ବେହେରା O ଅନ୍ୟ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସେକ୍ଟର ୧୯ ଅଞ୍ଚଳର L & T ପାଖ ବ୍ୟାଙ୍କ ଷ୍ଟ୍ରିଟ ନିକଟରୁ ଗୋଟିଏ ଧଳା ରଙ୍ଗର ଟା ଟା ମ୍ୟାଜିକ ଗାଡି ନମ୍ବର OD 23 Q 1884କୁ ସନ୍ଦେହ କରି ଅଟକେବାରୁ, ୩ ଜଣ ଅଭିଯୁକ୍ତ ଫେରାର ହୋଇଗଲେ, ଗାଡିତିକୁ ଚେକିଙ୍ଗ କରିବାରୁ ୯ କିଲୋ ୮୦୦ଗ୍ରାମ ଗଞ୍ଜେଇ ଓ ୫୦୦/- ଟଙ୍କା ସହ ୨ ଟି ନୀଳରଙ୍ଗର ମୋବାଇଲ ଜବତ କରାଗଲା