ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ । ଶିକ୍ଷା ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ସ୍ଥିତ ଡକ୍ଟର ଝସକେତନ ସାହୁ ସନ୍ତରଣାଗାରରେ ରବିବାର ସନ୍ଧ୍ୟା ୫ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ଦେବଗଡ ମହାବିଦ୍ୟାଳୟ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଭିସା ବାରିକ ପ୍ରଥମ ସ୍ଥାନ ଅଧିକାର କରି ଦେବଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।