Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥର ଧକୋଠା ନିକଟରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ

Anandapur, Kendujhar | Sep 16, 2025
ଆନନ୍ଦପୁର ଉପଖଣ୍ଡର ଧକୋଠା ନିକଟରେ କାର ଧକ୍କାରେ ଜଣେ ଛାତ୍ରୀ ଆହତ ଘଟଣାକୁ ନେଇ ଚାଲିଥିବା ରାସ୍ତା ରୋକ ଦିନ୧୧ଟା ବେଳେ ପ୍ରତ୍ୟାହୃତ ହୋଇଛି। ସକାଳ୭ଟା ବେଳେ ଦୁର୍ଘଟଣା ଘଟି ଜଣେ ଛାତ୍ରୀ ଆହତ ହେବାପରେ ଉତ୍ୟକ୍ତ ଛାତ୍ର ଛାତ୍ରୀ ମାନେ ହମ୍ପସ ଓ ଓଭର ବ୍ରିଜ ନିର୍ମାଣ ଦାବିରେ ୨୦ନମ୍ବର ରାଜପଥକୁ ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝା ସୁଝା କରିବା ପରେ ଦିନ୧୧ଟା ବେଳେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ହଟିଥିଲେ।

MORE NEWS