ରାସଗୋବିନ୍ଦପୁର: ପ୍ରତାପଚନ୍ଦ୍ରପୁର ଗାଁରେ ସର୍ପାଘାତରେ ବାପପୁଅଙ୍କ ମୃତ୍ୟୁରେ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସହିତ ଆଲୋଚନାକଲେ ଗୃହ,ନଗର ଉନ୍ନୟନମନ୍ତ୍ରୀ
Rasagobindapur, Mayurbhanj | Jun 30, 2025
ମୋରଡା ନିର୍ବାଚନମଣ୍ଡଳୀ ତଥା ଥାନା ଅଧୀନ ପ୍ରତାପଚନ୍ଦ୍ରପୁର ଗ୍ରାମରେ ସର୍ପଘରେ ବାପ, ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟଣରେ ସୋମବାର ସନ୍ଧ୍ୟା ୬ଟରେ...