ସୋହେଲା: ବରଗଡରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ଯଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଦେଲେ ସୋହେଲା ର ବରିଷ୍ଠ ବିଜେଡି ନେତା ସୁଶାନ୍ତ
ଆଜି ବରଗଡରେ ବରିଷ୍ଠ ବିଜେଡି ନେତା ତଥା ବର୍ତ୍ତମାନ ର ରେଢାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ଯ ଙ୍କ ଧର୍ମପତ୍ନୀ ଚାରୁବାଲା ଆଚାର୍ଯ୍ଯ ଙ୍କ ବିୟୋଗ ରେ ଆଜି ପାଖାପାଖି 2 PM ସମୟରେ ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଲେ ସୋହେଲା ର ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ସୁଶାନ୍ତ ମିଶ୍ର