ସୁନ୍ଦରଗଡ: ସଦର ପୋଲିସର କିରେଇ ଗ୍ରାମ ପଞ୍ଚାୟତ ପରିସରରେ ଆମ ପୋଲିସ ବୈଠକ ଅନୁଷ୍ଠିତ
ଆଜି ମାର୍ଚ୍ଚ 11 ତାରିଖ ବୁଧବାର ପୂର୍ବାହ୍ନ 11 ଟାରେ ସଦର ପୋଲିସ ଆରମ୍ଭ କରିଥିଲେ ଏହି ବୈଠକ। ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ଏକ ସୁସମ୍ପର୍କର ସେତୁ ବାନ୍ଧିବା ଲକ୍ଷ୍ୟରେ ଏହି ବୈଠକ ହୋଇଥଲା।। ବୈଠକରେ ପ୍ରଥମେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଶଦ ଆଲୋଚନ କରାଯାଇଥିଲା। ଟ୍ରାଫିକ ନିୟମ ମାନି ରାସ୍ତାରେ ଗତି କରିବାକୁ ସଦର ପୋଲିସ ଉପଦେଶ ଦେଇଥିଲେ । ତେବେ ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ଡାହାଣୀ ପରି ଭ୍ରାନ୍ତ ଧାରଣା ବା ଅନ୍ଧ ବିଶ୍ବାସରୁ ଦୂରେଇ ରହିବାକୁ ସଦର ପୋଲିସ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ସତର୍କ କରିଛି। କେବଳ ସେତିକି ନୁହେଁ ଆଇନକୁ ହାତକୁ ନେବା ପୂର୍ବରୁ ପୋଲିସକ