ନୂଆଗାଁ ବ୍ଲକର ଲୁକୁମବେଡା ଗ୍ରାମପଞ୍ଚାୟତ ପରିସରରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା ଆକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।ପ୍ରାପ୍ତିସୂଚନାନୁସାରେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକର୍ମରେ ଲୁକୁମବେଡା ଗ୍ରାମପଞ୍ଚାୟତର ସରପଞ୍ଚ କମଲ ହରୋ,ସ୍ଥାନୀୟ ଗ୍ରାମବାସୀ, ଶିକ୍ଷାବିତ,ସମାଜସେବୀ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି କ