ଢେଙ୍କାନାଳ ସଦର: ୩୦ହଜାର ଟଙ୍କାରେ ପୋଲିସ ଚାକିରି, ନ ମିଳିବାରୁ ଟାଉନ ଥାନାରେ ଅଭିଯୋଗ
ଢେଙ୍କାନାଳ ପୋଲିସ ବିଭାଗ ଉପରେ ଆସିଛି ସଙ୍ଗିନ ଅଭିଯୋଗ । ୩୦ହଜାର ଟଙ୍କାରେ ଦେଇ ପୋଲିସ ଚାକିରି ନମିଳିବାରୁ ଟାଉନ ଥାନାରେ ଆଜି ମଧ୍ୟାହ୍ନ ୧୨ଟାରେ ଅଭିଯୋଗ ହୋଇଛିା ଅଭିଯୋଗ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡନୃସିଂହ ପ୍ରସାଦ ଗ୍ରାମ ପଞ୍ଚାୟତର ମୁରୁଗା ଗ୍ରାମର ଅଜୟ ନାଏକ ଗତ କିଛିଦିନ ତଳେ ରିଜର୍କପୋଲିସ ପଡ଼ିଆରେ ହୋଇଥିବା ଇଣ୍ଟରଭିୟୁରେ ହୋମଗାର୍ଡ ଚାକିରି କରିବା ପାଇଁ ଯୋଗ ଦେଇଥିଲେ । ଏହିଥିରେ ଚାକିରୀ କରାଇ ଦେବା ପାଇଁ ଢେଙ୍କାନାଳ ପୋଲିସ ବିଭାଗରେ କାର୍ଯ୍ୟରତ ବାପା ଓ ପୁଅ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଅଜୟ ୨ଜଣଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ । ହେଲେ ଚାକିରି