ତୁଷୁରା ତେଲନଦୀ ଘାଟରୁ ଖୁଲମଖୁଲା ବାଲି ଚୋରି
<nis:link nis:type=tag nis:id=news nis:value=news nis:enabled=true nis:link/> <nis:link nis:type=tag nis:id=viralvideo nis:value=viralvideo nis:enabled=true nis:link/> <nis:link nis:type=tag nis:id=balangir nis:value=balangir nis:enabled=true nis:link/>@
ବଲାଙ୍ଗୀର ଜିଲ୍ଲା ତୁଷୁରା କପଶିଲା ଗାଁ ସ୍ଥିତ ତେଲନଦୀ ଘାଟରେ ଖୁଲମଖୁଲ୍ଲା ବାଲି ଚୋରି ହେଉଛି ତୁଷୁରା ପ୍ରଶାସନ ସବୁ ଦେଖି ଚୁପ ରହୁଛି l ସୂଚନା ଅନୁସାରେ ପ୍ରତିଦିନ ଏହି ଘଟରୁ ଟ୍ରାକ୍ଟରରେ ନଦୀ ଭିତରୁ ବାଲି ବୋହି ଗାଡ଼ି ଯିବା ଆସିବ କରୁଛି ଏହା ଦ୍ୱାରା କପଶିଲା ଘାଟକୁ ଲୋକେ ଯିବା ଆସିବା କରୁଥିବା ରାସ୍ତା ବର୍ବାଦ ହେବାରେ ଲାଗିଛି l ଏହା ଦେଖି କପଶିଲା ଗାଁ ର ରାମେଶ୍ୱର ରଣା ଅଭିଯୋଗ କରିଛନ୍ତି l