ମଙ୍ଗଳବାର ଅପରାହ୍ନରେ ଥୁଆମୁଳ ରାମପୁର ଜଙ୍ଗଲରେ ଛଡ଼ା ହେଲା ଧର୍ମଗଡ ଏବଂ ଜୁନାଗଡ଼ ଅଞ୍ଚଳରୁ ଉଦ୍ଧାର ହେଇଥିବା ନାଗ ଏବଂ ଧାମଣା ସାପ। ଦାସିଗାଁ ର ବରିଷ୍ଠ ତଥା ଅଭିଜ୍ଞ ସାପ ଉଦ୍ଧାରକାରୀ ବିରେନ୍ଦ୍ର ସାହୁ ଧର୍ମଗଡ ବୀରାମାଲ, ଜୁନାଗଡ଼ ରାଜପୁର, ଦାସିଗାଁ ମାଲପଡା ଏବଂ ଚିଲକପୁରରୁ ସାପ ସବୁ ଉଦ୍ଧାର କରିଥିଲେ।