ଦେବଗଡ: ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ; ପତାକା ଉତୋଳନ, ମିଷ୍ଠାନ୍ନ ବଂଟନ ଓ ସାଧାରଣ ସଭା ଅନୁଷ୍ଠିତ
Debagarh, Debagarh (Deogarh) | Aug 31, 2025
ଦେବଗଡ ପୌର ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ପୌରାଞ୍ଚଳରେ ଥିବା ସମସ୍ତ ପ୍ରତିମୂର୍ତ୍ତିରେ...