ପାଲଲହଡା: ଏଫସିଆଇ ସାର କାରଖାନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସମ୍ପର୍କରେ ସଂସଦରେ ନିଜ ମତ ରଖିଲେ ଢେଙ୍କାନାଳ ସାଂସଦ
ତାଳଚେର ଏଫ ସି ଆଇ ସାର କାରଖାନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସଂସଦ ଭବନରେ ଶୁକ୍ରବାର ମଦ୍ଧ୍ୟାହ୍ନ ୧୨ ଘଟିକା ସମୟରେ ନିଜ ମତ ଉପସ୍ଥାପନ କଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ।