ପଣ୍ଡୁଗୁଡା ରେ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଅତିଥି ରୂପେ ଯୋଗଦେଲେ ବିଧାୟକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ପଣ୍ଡୁଗୁଡା ଗାଁରେ ଯୁବ ଗୋଷ୍ଠୀ ଙ୍କ ଦ୍ୱାରା ଏକ ଫୁଟବଲ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଥିଲା ଆଜି ଏହି ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଅତିଥି ରୂପେ ଯୋଗଦେଇଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଅନ୍ୟ ମାନଙ୍କ ମଧ୍ୟରେ କୋଷାଗୁମୁଡା ବ୍ଲକ ବିଡ଼ିଓ ଶ୍ରୀ ଆଶିଷ ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରି ଦାଶ ଉପସ୍ଥିତ ଥିଲେ ସମସ୍ତ ଅତିଥି ମାନେ ଖେଲାଳି ଙ୍କୁ ଉତ୍ସାହିତ କରିଥିଲେ