ବଡସାହି: ବେତନଟୀ ରେଳଷ୍ଟେସନ ଦକ୍ଷିଣପାର୍ଶ୍ଵରେ ଜଳନିଷ୍କାସନ ବିଭ୍ରାଟ ଓ ଯୋଗାଯୋଗ ବିଛିନ୍ନ ଘଟଣାର ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ
Barsahi, Mayurbhanj | Sep 5, 2025
ବେତନଟୀ ରେଳଷ୍ଟେସନର ଦକ୍ଷିଣପାର୍ଶ୍ଵକୁ ରେଳବିଭାଗର ଅପରିଣାମଦର୍ଶୀ ନିଷ୍ପତ୍ତି ପାଇଁ ବର୍ଷାଜଳ ନିଷ୍କାସନରେ ଚରମ ବିଭ୍ରାଟ ଦେଖାଦେଇଥିବା ବେଳେ...