ସୋମବାର ସମୟରେ କଣ୍ଟାମାଳ ବ୍ଲକ ଗସ୍ତରେ ଆସିଥିବା ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର, ପାକ୍ସ ଓ ନିର୍ମାଣାଧିନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି | ନୁଆପାଲି ଆୟୁଷ୍ମାନ୍ ଆରୋଗ୍ୟ କେନ୍ଦ୍ର, ସିନ୍ଦୁର ପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି | ସେହିପରି କଣ୍ଟାମାଳ ଓ କୁଲୁତା ଜୋର୍ ପ୍ରାଥମିକ କୃଷି ସମବାୟ ସମିତି ସହିତ ମନମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ମାର୍କେଟ ୟାର୍ଡ ପରିଦର୍ଶନ କରିଥିଲେ |