ମୋହନା: ଅଡବା ହରଭଙ୍ଗୀ ଡେମ ରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଚାରିଦିନ ବିତିଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନାହିଁ।
Mohana, Gajapati | Aug 21, 2025
ଅଡବା ହରଭଙ୍ଗୀ ଡେମ ରେ ନିଖୋଜ ଯୁବକ ଚାରିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୁବକ ଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ। ଚଳିତ ମାସ...