ଆସନ୍ତା 7 ତାରିଖ ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି l ଏହାକୁ ନେଇ ଆଜି ଜ଼ିଲ୍ଲା କଂଗ୍ରେସ ଓ ଆଦିବାସୀ ଦଳିତ ସେନା ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଆଜି ଦିନ 2.30 ସମୟରେ ସାକ୍ଷାତ କରିଛନ୍ତି l ସେପଟେ ଗତ ଅକ୍ଟୋବର 25 ତାରିଖରେ ଲକ୍ଷ୍ମୀ ଟକିଜ ଛକ ନିକଟସ୍ଥ ମିଶନ କମ୍ପାଉଣ୍ଡ ରେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରାଯାଇଥିଲା ହେଲେ ରାତିରେ ଉକ୍ତ ପ୍ରତିମୂର୍ତ୍ତି ଟି ଚୋରି ହୋଇଯାଇଥିଲା l ଯାହାକୁ ନେଇ ଆଦିବାସୀ ଦଳିତ ସେନା ପକ୍ଷରୁ ମାମଲା ରୁଜୁ ମଧ୍ୟ କରାଯାଇଛି l ହେଲେ ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନନେବାରୁ ଆସନ୍ତା 7 ତାରିଖ ସମ୍ବ