ଚାଉଁରପୁର ପୋଲୋ ନିକଟରେ ସଡ଼କ ଦୁର୍ଘଟଣା ଜଣେ ମହିଳା ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 6.30 ସମୟରେ ଜଣେ ମହିଳା ଚାଉଁରପୁର ଠାରେ ଥିବା ଏକ ଦୋକାନ ନିକଟରେ କାର ରୁ ଅଲ୍ହାଉ ଥିବା ସମୟରେ ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ମହିଳାଙ୍କ ଗୋଟିଏ ଗଡ଼ ଭାଙ୍ଗି ଯାଇଥିଲ l ତାଙ୍କୁ ତୁରନ୍ତ ମେଡିକାଲ କୁ ନିଆଯାଇଥିଲା l