Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ନାରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କଲେ ଓସେପା ଯୁଗ୍ମ ସଚିବ ଓ ଭଟଲି ବିଇଓ,

ନାରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କଲେ ଓସେପା ଯୁଗ୍ମ ସଚିବ ଓ ଭଟଲି ବିଇଓ,ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆଜି ଅପରାହ୍ନ ୩ଟାରେ ପରିଦର୍ଶନ କଲେ ଓସେପା ଯୁଗ୍ମସଚିବ ଓ ଭଟଲି ବିଇଓ। ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ଏହି ବିଦ୍ୟାଳୟ କୁ ଓସେପା ଯୁଗ୍ମସଚିବ ନିରୁପା ବେହେରା, ଜିଲ୍ଲା ଶିକ୍ଷା ଦାନ ପଦ୍ଧତି ସଂଯୋଜକ ପୁଷ୍ପାଞ୍ଜଳି ଦାଶ, ଭଟଲି ଗୋଷ୍ଠୀଶିକ୍ଷା ଅଧିକାରୀ ଅମୃତା ସାହୁ , ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ରିତା ରାଣୀ ତ୍ରିପାଠୀ , ନାରଙ୍ଗପୂର ସିଆରସିସି ଗୁପ୍ତଚନ୍ଦ୍ର ରାଏ ଥିଲେ।

MORE NEWS

ଭଟଲି: ନାରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କଲେ ଓସେପା ଯୁଗ୍ମ ସଚିବ ଓ ଭଟଲି ବିଇଓ, - Bhatli News