ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରା ସ୍ଥିତ ରତନ ଟାଟା ଷ୍ଟାଡିଅମ ରେ ଆଜି ଆରମ୍ଭ ହେଲା ଦ୍ଵିତୀୟ ଟିଆରଏଲ କ୍ରୋସାକି କପ ଫୁଟବଲ ଟୁର୍ନାମେଣ୍ଟ l ଆଜି ଉଦଘାଟନି ମେଚ ରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅତିଥି ଭାବରେ ଯୋଗଦେଇଥିଲେ l ଆଜି ଅପରାହ୍ନ ୩ ଟା ରୁ ରୁ ୪ ଟା ଯାଏଁ ବେଲପାହାଡ ୟୁନାଇଟେଡ଼ ଏବଂ ମଧ୍ୟପ୍ରଦେଶ ଦଳ ମଧ୍ୟରେ ପ୍ରଥମ ମେଚ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୨୫ ତାରିଖ ପ୍ରତିଯୋଗିତା ଉଦଯାପିତ ହେବ l ଏହି ପ୍ରତିଯୋଗିତା ରେ ବେଲପାହାଡ, ମଧ୍ୟପ୍ରଦେଶ, ସୁନାବେଡା, ସୁନ୍ଦରଗଡ଼, ବିହାର, ନେପାଳ, କଲିକତା,