Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ବ୍ଲକ ସ୍ଥାନରେ ଚିତ୍ରାଙ୍କନ ଅଭିଯାନ ଛାତ୍ରଛାତ୍ରୀ ଆଙ୍କୁଛନ୍ତି ଭବିଷ୍ୟତର ଭାରତ

Balangir, Balangir | Nov 30, 2025
ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ “ପରମ୍ପରା ବିକାଶ ଯାତ୍ରା” ଅନୁଷ୍ଠିତ ହେଉଛି। ଏହି ଅଭିଯାନର ଅଙ୍ଗ ଭାବେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ବିକଶିତଭାରତ୨୦୪୭ କୁ ନେଇ ଚିତ୍ରାଙ୍କନ କରି ନିଜ ପ୍ରତିଭା, ସ୍ୱପ୍ନ ଓ କଳ୍ପନାଶକ୍ତିକୁ ଆକାର ଦେଇଥିଲେ। ଯୁବମାନଙ୍କର ଏହି ସୃଜନମୟ ପ୍ରୟାସ ଆଗାମୀ ଭାରତର ଭିଷଣକୁ ସ୍ପଷ୍ଟ କରିଦେଉଛି। ସମଗ୍ର ବିକାଶ ଓ ଯୁବ ଶକ୍ତିର ଏକତାକୁ ପ୍ରକାଶ କରୁଥିବା ଏହି ଆୟୋଜନ ଜିଲ୍ଲାରେ ସକାରାତ୍ମକ ପ୍ରେରଣା ସୃଷ୍ଟି କରିଛି।

MORE NEWS