ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଗ୍ରାମପଞ୍ଚାୟତ ଷଣ୍ଡପୁର ଗ୍ରାମର ସ୍ବର୍ଗତ ବନମାଳୀ କରଣଙ୍କ ଏକାଦଶାହ କ୍ରିୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ଶ୍ରୀମତୀ ମିନତୀ ସାହୁ ଯୋଗଦେଇ ତାଙ୍କ ଫଟୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ଗୁରୁବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି ।