ସୋହେଲା: ଝର ଗ୍ରାମରେ ପାଞ୍ଚ ଦିନଧରି ଚାଲିଥିବା ମାଁ ଶ୍ୟାମାକାଲୀ ପୂଜା ର ଆଜି ଅନ୍ତିମ ସଂନ୍ଧ୍ଯାରେ ଯୁଗାର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି
ସୋହେଲା ବ୍ଳକ ଅନ୍ତର୍ଗତ ଝର ଗ୍ରାମରେ ପାଞ୍ଚ ଦିନ ଧରି ଚାଳି ଥିବା ମାଁ ଶ୍ୟାମାକାଳୀ ପୂଜା ଓ ଜୁଗାର ମହୋତ୍ସବ ର ଆଜି ଅନ୍ତିମ ଦିବସ ତଥା ଜୁଗାର ମହୋତ୍ସବ । ଦୀର୍ଘ ବର୍ଷରୁ ପଶୁ ଵଳୀ ପ୍ରଥା କୁ ବିରୋଧ କରି ଝର ଗାଁ ବାସୀ ତଥା ପଡୋଶୀ ଛତିଶଗଡ ରୁ ହଜାର ହଜାର ସଂଖ୍ୟାରେ ଚାଷୀ ର ଉପାଜ୍ୟିତ ଧାନ ଫସଳରୁ ଲିଆ ଜୁଗାର କରି ମାଁ ଶ୍ୟାମା କାଳୀ ଙ୍କ ପାଖରେ ମାନସିକ କରିଥାନ୍ତି । ଆଜି ସନ୍ଧ୍ଯା 5 PM ରୁ ବାହାରି ପାରମ୍ପରିକ ବାଦ୍ୟର ତାଳେ ତାଳେ ମାନସିକ ଜୁଗାର ମାନେ ଗାଁ ପରିକ୍ରମା କରି ପୂଜା ମଣ୍ଡପକୁ ଆଣିଥାନ୍ତି