ସୋହେଲା: ବାଟତେର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଆଜି ବିଇଓ କାର୍ଯ୍ୟାଲୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଲେ ସୋହେଲା ବିଇଓ
Sohela, Bargarh (Baragarh) | Jul 31, 2025
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଟତେର୍ମା ର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାବତ ଆଜି ଅବସର ଗ୍ରହଣ କଲେ । ଆଜି ପୂର୍ବାହ୍ନ 11:30 AM...