୫ ଜାନୁଆରୀ ୨୦୨୬ ମସିହା ରାତି ପ୍ରାୟ ୮ଟା ୩୦ ମିନିଟରେ ଦ୍ବି ଦିବାସୀୟ ଅନ୍ତଃ ରାଜ୍ୟ ଫୁଲ କଣ୍ଟାକଟ କରାଟେ ଚାମ୍ପିୟାନସିପ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି, କ୍ୟୁକୁସିଆନ କୁନବୁକାଇ, ଓଡିଶାର ସ୍କୁଲ ଅଫ ମାର୍ଶଲ ଆର୍ଟ ତରଫରୁ ଜଲଦା ସ୍ଥିତ ଅରିନ୍ଦମ ପାଲେସ ଠାରେ ଆୟୋଜିତ ଏହି ଚାମ୍ପିୟାନସିପରେ ଓଡିଶା, ଝାଡ଼ଖଣ୍ଡ, ବେଙ୍ଗଲ, ବିହାର ରାଜ୍ୟରୁ ଦେଢ଼ ଶହରୁ ଊର୍ଧ୍ଵ ପ୍ରତିଯୋଗୀମାନେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ, ଏହି ଟୁର୍ନାମେଣ୍ଟର ଅଧ୍ୟକ୍ଷ ଭୁବନେଶ୍ୱର ଆର ଏଣ୍ଡ ବି ର ସି.ସି.ଇ. ମନୋଜ କୁମାର ମହାନନ୍ଦଙ୍କ ଉପସ୍ଥିତି ଓ ସର୍ବଭାରତୀୟ ସାଧାରଣ ସମ୍ପାଦକ ସନ୍ତୋଷ ତନ୍ତୀ