ନାଲକୋ ଥାନା କେସ ନମ୍ୱର୍ ୫୭/୧୬,ବଅଁରପାଳ ଥାନା କେସ ନମ୍ୱର୍ ୬୨/୧୬, ବଅଁରପାଳ ଥାନା କେସ ନମ୍ୱର୍ ୬୩/୧୬, ଅନୁଗୋଳ ଥାନା କେସ ନମ୍ୱର୍ ୬୪/୧୬ , ଅନୁଗୋଳ ଥାନା କେସ ନମ୍ୱର୍ ୬୫/୧୬ , ଅନୁଗୋଳ ଥାନା କେସ ନମ୍ୱର୍ ୬୭/୧୬ରେ ୱାରେଣ୍ଟିରେ ବନ୍ତଳା ପୋଲିସ କୋର୍ଟ ଚାଲାଣ କରିଛି। ଉକ୍ତ ସମସ୍ତ କେସରେ ଚୋରୀ, ଅପରାଧିକ ଷଡ଼ଯନ୍ତ୍ର, ଜାଲ ପ୍ରମାଣ ପତ୍ର ଯୋଗୁଁ କୋର୍ଟ ଚାଲାଣ