Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଦେବଗଡ: ଠେଲକୋଗୁଡି ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ

ତିଲେଇବଣି ବ୍ଲକ କେନ୍ଦେଇଜୁରି ଗ୍ରାମପଂଚାୟତ ଅନ୍ତର୍ଗତ ଠେଲକୋଗୁଡି ଗ୍ରାମରେ ମା ଜଗତ ଜନନୀ ଯୁବକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ୫.୩୦ ରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଶଣ୍ଢପଥର ବାପୁଜି କ୍ଲବକୁ ୨-୦ ଗୋଲରେ ପରାସ୍ତ କରି ଖଳିନାଳୀ ନେତାଜୀ କ୍ଲବ ଚମ୍ପିୟାନ ହୋଇଛି । ଏହି ଅବସରରେ ଆୟୋଜକ ଅନୁଷ୍ଠାନର ସଭାପତି ମନଫୁଲ କିସାନ ଏବଂ ସମ୍ପାଦକ ଜଗନ୍ନାଥ ପଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

MORE NEWS