ଝାରସୁଗୁଡା ଜିଲ୍ଲା ପତ୍ରାପାଲି ସ୍ଥିତ ଏନଏଲସି ଖଣିର ଗେଟ ସମ୍ମୁଖରେ ବିକ୍ଷୋଭ କରୁଥିବା ଶ୍ରମିକ ଙ୍କୁ ଉଠାଇଲା ପୋଲିସ l ଶ୍ରମିକ ମାନଂକୁ ପୋଲିସ ଏକ ବସ ଯୋଗେ ବିକ୍ଷୋଭ ସ୍ଥଳରୁ ଅନ୍ୟତ୍ର ନେବାର ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜି ଆପରାହ୍ଣ ୫ ଟା ୩୦ ରୁ ଭାଇରାଲ ହୋଇଛି l ନୋ ୱାର୍କ ନୋ ପେ କୁ ବିରୋଧ କରି ଶ୍ରମିକ ମାନେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ l