ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଲେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥି | ମଙ୍ଗଳବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ଗତ 3 ଦିନ ଧରି ଚାଲିଥିଲା କଳାକାର ଚୟନ ପ୍ରକ୍ରିୟା | 45 ଜଣ କଂସ କଳାକାର ପାଇଁ ଆବେଦନ କରିଥିଲେ ସେ ମଧ୍ୟରୁ 36 ଜଣ କଳାକାର ଅଡିସନରେ ଭାଗ ନେଇଥିବା ବେଳେ ସୁଶୀଲ ମେହେରଙ୍କୁ ଚୟନ କରାଯାଇଛି | ତେବେ ଏନେଇ ଶୁଣନ୍ତୁ ପ୍ରତିକ୍ରିୟା |