ବ୍ରହ୍ମଗିରି: ଆସନ୍ତା କାଲି ପୁରୀ ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରି କଲା ପାଣି ପାଗବିଭାଗ
ଆସନ୍ତା କାଲି ପୁରୀ ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରି କଲା ପାଣି ପାଗବିଭାଗ ଆସନ୍ତା କାଲି ପୁରୀ ଜିଲ୍ଲାକୁ ପାଣି ପାଗ ବିଭାଗ ପକ୍ଷରୁ ୟଲୋ ୟାର୍ନିଙ୍ଗ ଜାରି କରାଯାଇଛି ତେବେ ଜିଲ୍ଲା ରେ ସକାଳ. 8.30ମିନିଟ ସମୟ ଠାରୁ ବିଭିନ୍ନ ସ୍ଥାନ ରେ ବିଜୁଳି ସହ ଘଡଘଡି ହବା ନେଇ ପାଣି ପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନ 4ଘଣ୍ଟା ସମୟ ରେ ସୂଚନା ଦିଆଯାଇଛି I