ଢେଙ୍କାନାଳ ସଦର: ଅଟ୍ ଆଣ୍ଡେ କ୍ରାଫ୍ଟଠାରେ ଆାସନ୍ତା ଗଜଲକ୍ଷ୍ମୀ ପୁଜାରେ ମୁଖ୍ୟମନ୍ତ୍ରୀ ଆସିବା ନେଇ ପ୍ରକାଶ କରେ ମନ୍ତ୍ରୀ
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏଥିପାଇଁ ସମସ୍ତ ପୂଜା ପ୍ରତିଷ୍ଠାନରୁ ସରକାରଙ୍କ ପକ୍ଷରୁ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ ଏବଂ ଆସନ୍ତା ପୂଜାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଆସିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟାରେ ସନ୍ଧ୍ୟା ୬ଟା ୧୫ରେ ଆର୍ଟ ଆଣ୍ଡେ କ୍ରାଫ୍ଟଠାରେ ପ୍ରକାଶ କରିଛନ୍ତି।