ସମ୍ବଲପୁର ସରକାରୀ ମହିଳା କଲେଜ ରେ କ୍ରାଫ୍ଟ ମେଳା ଆୟୋଜିତ ହୋଇଯାଇଛି l ଏହି କ୍ରାଫ୍ଟ ମେଳା ରେ କଲେଜ ର ବିଭିନ୍ନ ବିଭାଗର ଛାତ୍ରୀ ଭାଗ ନେଇ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁରୁ ବହୁ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରିଥିଲେ l ଏହି କାର୍ଯ୍ୟକ୍ରମ ଟି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଦ୍ୱାରା ପରି ଚାଳିତ l ଛାତ୍ରୀ ମାନଙ୍କର ଲୁକାୟିତ ପ୍ରତିଭା ଏଠାରେ ଦେଖିବାକୁ ମିଳିଥିଲା l