Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ଦଧିବାମନ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଏନ ଏସ ଏସ୍ ଶିବିର ଅନୁଷ୍ଠିତ

ଭଟଲି ଦଧିବାମନ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଏନ ଏସ ଏସ୍ ଶିବିର ଅନୁଷ୍ଠିତଭଟଲି ଦଧିବାମନ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଏନ ଏସ ଏସ୍ ଶିବିର ଅନୁଷ୍ଠାନିକ ଭାବେ ଆଜି ଅପରାହ୍ନ ୩ ଟାରେଏନ ଏସ ଏସ୍ ପତାକା ଉତ୍ତୋଳନ ସହ ମୁଖ୍ୟ ଅତିଥିଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ପ୍ରାରମ୍ଭରେ ସ୍ବେଚ୍ଛାସେବୀ ମାନେ ଏନ ଏସ ଏସ୍ ସଂଗୀତ ଗାନ କରିଥିଲେ।ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ବିଦୁଭୁଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏନ ଏସ ଏସ୍ ବ୍ୟୁରୋ ସଂଯୋଜକ ପ୍ରଫେସର ଡ଼ ବିରେନ୍ଦ୍ର ବେହେରା ମଞ୍ଚାସିନ ଥିଲେ।

MORE NEWS