ଧର୍ମଗଡ: ବନ୍ଧକନା ଧାନ ମଣ୍ଡି ଠାରେ କଲମପୁର ବି.ଜେ.ଡି ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ
Dharamgarh, Kalahandi | Aug 10, 2025
ରବିବାର କଲମପୁର ବ୍ଲକ ବି.ଜେ.ଡି ପକ୍ଷରୁ ବନ୍ଧକନା ଧାନ ମଣ୍ଡି ଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବ୍ଳକ ବିଜୁ ଜନତା ଦଳର...