ନବରଙ୍ଗପୁର ପୋଲିସ ଷ୍ଟେସନ: ନିସ୍ନାହାଣ୍ଡି ରେ ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଦୌଡକୁଦ ଓ ଖେଳ ପ୍ରତିଯୋଗିତା 2025ର ଶୁଭାରମ୍ଭ ହେଇଯାଇଛି
ନିସ୍ନାହାଣ୍ଡି ରେ ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ବ୍ଲକସ୍ତରୀୟ ଦୌଡକୁଦ ଓ ଖେଳ ପ୍ରତିଯଗିତା 2025ର ଶୁଭାରମ୍ଭ । ନନ୍ଦାହାଣ୍ଡି ବ୍ଲକ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ନିଶ୍ନ।ହାଣ୍ଡି ଠାରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନନ୍ଦାହାଣ୍ଡିଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଦୌଡକୁଦ ଓ ଖେଳ ପ୍ରତିଯଗିତା 2025ର ଶୁଭାରମ୍ଭ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନନ୍ଦାହାଣ୍ଡିର ପ୍ରଧାନଶିକ୍ଷକ ଶ୍ରୀ ବଲଭଦ୍ର ସୁନାନୀ ଯୋଗଦେଇଥିଲେ