ମାଲକାନଗିରି: ପଡିଆ ବ୍ଲକର ଏମଡି ଆସିଫ ଖାନ ଓଏସ ପାଇବା ପରେ ଖୁସି ବ୍ୟକ୍ତ କରି ଜିଲ୍ଲା ସଦର ସ୍ଥିତ ସର୍କିଟ ହାଉସ ନିକଟରେ ରଖିଲେ ପ୍ରତିକ୍ରିୟା
ମାଲକାନଗିରି ଜିଲ୍ଲା ର ପଡିଆ ବ୍ଲକ ର ଏମଡି ଆସିଫ ଖାନ ଓଏସ ପାଇବା ପରେ ଜିଲ୍ଲାରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ସେ ଭୁବନେଶ୍ବର ରେ ରହି ଓଏସ ପାଇଁ ପ୍ରସ୍ତୁତି କରି ଏଥିରେ ସଫଳ ହୋଇଛନ୍ତି। ତେବେ ଓଏସ ପରୀକ୍ଷା ଫଳ ପ୍ରକାଶ ପରେ ସେ ଆଜି ମାଲକାନଗିରି ଜିଲ୍ଲା କୁ ଆସି ଜିଲ୍ଲା ସଦରରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ସହ ସାକ୍ଷାତ କରିବା ସହ ପ୍ରତିକ୍ରିୟା ରଖିଛନ୍ତି ।