କର୍ଲାମୁଣ୍ଡା ବ୍ଲକର ତେରେସିଂହା ସରକାରୀ ହାଇସ୍କୁଲ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗୀତା ସୋମବାର ସନ୍ଧ୍ୟା ଛଅଟା ସମୟରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଡିଇଓ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଟିଟିଲାଗଡ ଡିଏଭି କଲେଜର ଅଧ୍ୟକ୍ଷ ଡଃ ଶିବପ୍ରସାଦ ବେହେରା ମୁଖ୍ୟବକ୍ତା, ଆୟୋଜିତ ପୁରସ୍କାର ବିତରଣୀ ସଭା ତଥା ଉଦଯାପନୀ ସମାରୋହରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ଏହାକୁ ନେଇ ତେରେସିଙ୍ଗା ପ୍ରତିକ୍ରିୟା ରଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ ।