ଝାରସୁଗୁଡା: ଗୌରମାଲ ପଞ୍ଚାୟତ ଅନ୍ତର୍ଗତ ବଡଯୋବ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଝାରସୁଗୁଡ଼ା ଜିଲ୍ଲା ଗୌରମାଲ ପଞ୍ଚାୟତ ଅନ୍ତର୍ଗତ ବଡଯୋବ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଇଛି l ଏହି ଉତ୍ସବରେ ସପତ୍ନୀକ ରାଜକୁମାର ସାଏ ଓ ମମତା ସାଏ କର୍ତ୍ତା ହୋଇଥିବାବେଳେ ପଣ୍ଡିତ ପ୍ରଦୀପ ପାଟ୍ଟଯୋଷି ଓ ତାଙ୍କ ସହଯୋଗୀ ବସୁଦେବ ଦାସ, ମନବୋଧ ପଣ୍ଡା, ପୂଜାକାର୍ଯ୍ୟ ତୁଲାଇ ଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟିକା ଅଳକା ମହାନ୍ତି, ପୁର୍ବତନ ବିଧାୟକ ଅନୁପ ସାଏ ପ୍ରମୁଖ ଙ୍କ ସହ ଅଂଚଳବାସୀ ଯୋଗଦେଇଥିଲେ l ଏହି ଉତ୍ସବକୁ ନେଇ ଆଜି ଅପରାହ୍ନ ୪ ଟା ରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟ