ହୀରାକୁଦ ଡ୍ୟାମ ର ସୁରକ୍ଷା ଆହୁରି କଡାକଡି କଡାକଡି ହୋଇଛି| ସମ୍ବଲପୁର ଏସପିଙ୍କ ନିର୍ଦ୍ଧେଶ କ୍ରମେ ହୀରାକୁଦ ଡ୍ଯାମରେ ସୁରକ୍ଷା ବ୍ଯବସ୍ଥା OISF ସହ ଓଡିଶା ପୋଲିସ ନିୟୋଜିତ ହୋଇଛନ୍ତି l ହୀରାକୁଦକୁ ଆସୁଥିବା ପ୍ରତ୍ଯେକ ଗାଡି ହେଉଛି ଯାଂଚ ଏନେଇ ଆଜି ରାତି 10 ଟା ରେ ସୂଚନା ଦେଲେ ସମ୍ବଲପୁର ଏସପି ମୁକେଶ ଭାମୁ l ପୂର୍ବରୁ ହୀରାକୁଦ ଡ୍ୟାମ କେବଳ OISF ବଳ ସୁରକ୍ଷା ଦାୟିତ୍ୱ ରେ ମୂତୟନ ହୋଇଥିଲେ l |