ଆଜି ମାର୍ଚ୍ଚ 16 ତାରିଖ ସୋମବାର ସନ୍ଧ୍ୟା 8 ଟା ପାଖାପାଖି ସମୟରେ ଟାଉନ ଥାନା ପରିସରରେ ଏହି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପୋଲିସ ତରଫରୁ ଅତିରିକ୍ତ ଅଧୀକ୍ଷକ ଶାନ୍ତା ନୂତନ ସମଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ପି ମିଶ୍ର, ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର, ପ୍ରଶାସନ ତରଫରୁ ସଦର ତହସିଲଦାର କୁଳମଣି ରଣବିଡ଼ା ଏବଂ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ଯୋଗ ଦେଇଥିଲେ। ଆଗମୀ ପର୍ବ ଇଦ ଓ ଶ୍ରୀ ରାମ ନବମୀ ରେ ସହରରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରୁହେ ସେ ନେଇ ଉଭୟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ସତର୍କ କରିଛି ଜିଲ୍ଲା ପୋଲିସ। ଏହି