କଟକ ପୌରାଞ୍ଚଳ: କଟକର ବିଭିନ୍ନ ସ୍ଥାନରୁ ଲୁଟ ଓ ଛିନ୍ତାଇ ମାମଲା, ୩ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ
Cuttack M Corp PS, Cuttack | Aug 8, 2025
କଟକ ଚୌଦ୍ଵାର, ମର୍କତନଗର ଓ ସିଡିଏ ଫେଜ ୨ ଥାନା ଅଧୀନରେ ସିରିଜ ଲୁଟ ଓ ଛିନ୍ତାଇ କରିଥିବା ୩ ଜଣ କୁଖ୍ୟାତ ଲୁଟରା ଗିରଫ ହୋଇଛନ୍ତି। ଚୌଦ୍ଵାର...