ମାର୍ଚ୍ଚ ୭ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ଟାଙ୍ଗରପଲ୍ଲୀ ପୋଲିର ମେସେଜ ଅନୁଯାୟୀ ଦକ୍ଷିଣ ରାଉରକେଲା ସାରନଗରୀ ଅନ୍ତର୍ଗତ ଲାଲଟାଙ୍କି ଅଞ୍ଚଳରେ ଥିବା R.S.P. ର ଏକ ପରିତ୍ୟକ୍ତ ଟାଙ୍କି ମଧ୍ୟରୁ ଏକ ଗଳିତ ଶବ ଟାଙ୍ଗରପଲ୍ଲୀ ଥାନା ସହାୟତାରେ ଉଦ୍ଧାର କରାଯାଇଛି, ମୃତ ବ୍ୟକ୍ତି ଜଣକ ୬୫ ବର୍ଷୀୟ ଭଗବାନ ସାହୁ, ସେ ସ୍ଥାନୀୟ ଫିଲଟର ବସ୍ତିର ବାସିନ୍ଦା ଥିଲେ, ପୋଲିସ ବ୍ୟବଛେଦ ପାଇଁ ଶବକୁ ପଠାଇ, ତଦନ୍ତ ଜାରି ରଖିଛନ୍ତି, ସନ୍ଦ୍ୟା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣା ପଡ଼ିନାହିଁ..