ସୁନ୍ଦରଗଡ ସହର: ହେମଗିର କେନ୍ଦୁ ଡିହିରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ, 4 ଟି ମାମଲାର କଲେ ତୁରନ୍ତ ଫଇସଲା
Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ହେମଗିର ବ୍ଲକ କେନ୍ଦୁଡିହି ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି...