ଲାଞ୍ଜିଗଡ: ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ହେଲା ବିଭିନ୍ନ ଘରରୁ ଉଦ୍ଧାର ହେଇଥିବା ୩ନାଗ ସାପ
ସୋମବାର ଜୁନାଗଡ଼ ସହର ହୀରାସଗଗରପଡା, ବୀରାମାଲ ଏବଂ ରାଜପୁତ୍ର ଚାହାରଭାଟୀରୁ ୩ ଗୋଟି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅପରାହ୍ନରେ ଏହି ସମସ୍ତ ଉଦ୍ଧାର ହେଇଥିବା ନାଗ ସାପ ସବୁକୁ ଅପରାହ୍ନରେ ଉଦ୍ଧାର ହେଇଥିବା ନାଗ ସାପ ସବୁ କୁ ଥୁଆମୁଳ ରାମପୁର ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ହେଲା।