ସୁନ୍ଦରଗଡ ସହର: ଫ୍ଲାଏ ଆଶ ପରିବହନ କରୁଥିବା ଗାଡ଼ି ଉପରେ ମଧ୍ୟରାତ୍ରୀରେ ସୁନ୍ଦରଗଡ଼ ଏସ ପିଙ୍କ ଅତର୍କିତ ଚଢାଉ 4 ଟ୍ରଲର ଜବତ, କିରେଇ ପଡ଼ିଆରେ ହୋଇଛି ଚଢାଉ
ଆଜି ନଭେମ୍ୱର 28 ତାରିଖ ମଧ୍ଯ ରାତ୍ରୀ ରାତି 12 ଟା ରୁ ରାତି ତିନିଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢାଉ। ଏସପି ସୁନ୍ଦରଗଡ଼ ଆଇ ପି ଏସ ଅମ୍ରିତା ପାଲ କୌର ନିଜେ ଘଟଣା ସ୍ଥଳରେ ପହଞ୍ଚି ଏହି ଚଢାଉ କରିବା ସହ ସ୍ଥାନୀୟ ପୋଲିସର ମନୋବଳକୁ ବଢ଼ାଇଥିଲେ। ତେବେ ଏହି ଅବାଧ କାରବାର ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗଣ ମାଧ୍ୟମ ଏହାର ପ୍ରସାର କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ଉପରେ ଏହାର କାର୍ଯ୍ୟାନୁଷ୍ଠାନ ନେଇ ବୁଦ୍ଧିଜିବୀ ମହଲ ଭିନ୍ନ ଭିନ୍ନ ସୂଚୀ ଓ ଇଙ୍ଗିତ କରୁଥିବା ବେଳେ ଆଜି ସୁନ୍ଦରଗଡ଼ ଏସପି ଏହା ଉପରେ ବିଧି ବଦ୍ଧ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତେବେ ଏହି ଚଢ଼ାଉରେ